ଧେନୁମୂଲ୍ୟୋପକଳ୍ପିତ Dhenumūlyopakaḻpita

  • ସଂ. ବିଣ. ( 3 ୟା ତତ୍; ଧେନୁ ମୂଲ୍ୟ+ ଉପକଳ୍ପିତ) ଶାସ୍ତ୍ର ଅନୁସାରେ ଦେୟା ଗାଭୀ ପରିବର୍ତ୍ତରେ ତହିଁର ମୂଲ୍ୟ ରୂପେ ସ୍ଥିରୀକୃତ (ଧନ) — (cash) Adjudged as the price of and given in lieu of a cow to be given away as religious gift