ଧେନୁକ Dhenuka
- ସଂ. ବି. ପୁଂ. (ଧେନୁ+କ) — ଅସୁରବିଶେଷ — Name of a demon
- ସଂ. ବି. ପୁଂ. (ଧେନୁ+କ) — [ଦ୍ର—ଶ୍ରୀକୃଷ୍ଣ ଏହାକୁ ବିନାଶ କରିଥିଲେ (ପ୍ରକୃତିବାଦ)। ହି. ଶବ୍ଦସାଗର ଓ 'ଆପ୍ତେ' କହନ୍ତି ବଳରାମ ଏହାର ସଂହାରକ।]
- ସଂ. ବି. ପୁଂ. (ଧେନୁ+କ) — ରତିମଞ୍ଜରୀ ବର୍ଣ୍ଣିତ ଷୋଡ଼ଶ ରତିବନ୍ଧମଧ୍ୟରୁ ଦ୍ୱାଦଶବନ୍ଧ (ଯହିଁରେ ବୃଷ ଗାଭୀକୁ ସହବାସ କରିବା ପ୍ରକ୍ରିୟାର ଅନୁକରଣ କରାଯାଏ) — The 1th of the 16 postures in copulation (as described in the Indian books of sexual science)
- ସଂ. ବି. ପୁଂ. (ଧେନୁ+କ) — ତୀର୍ଥବିଶେଷ — Name of a sacred place of the Hindus
- ସଂ. ବି. ପୁଂ. (ଧେନୁ+କ) — [ଦ୍ର—ଏଠାରେ ସ୍ନାନ କରି ତିଳ ନିର୍ମିତ ଧେନୁ ଦାନ କରିବାର ବିଧାନ ଅଛି—ହି. ଶବ୍ଦସାଗର।]