ଧେନୁ Dhenu

  • ସଂ. ବି. ସ୍ତ୍ରୀ. (ଧେ ଧାତୁ+ସଂଜ୍ଞାର୍ଥରେ କର୍ତ୍ତୃ. ନୁ) — ସବତ୍ସା ଗୋ; ନବପ୍ରସୂତିକା ଗାଭୀ — Lately calved cow
  • ସଂ. ବି. ସ୍ତ୍ରୀ. (ଧେ ଧାତୁ+ସଂଜ୍ଞାର୍ଥରେ କର୍ତ୍ତୃ. ନୁ) — ସବତ୍ସା ଦୁଗ୍ଧବତୀ ଗାଭୀ — A milch cow with calf
  • ସଂ. ବି. ସ୍ତ୍ରୀ. (ଧେ ଧାତୁ+ସଂଜ୍ଞାର୍ଥରେ କର୍ତ୍ତୃ. ନୁ) — ଗାଈ — Cow
  • ସଂ. ବି. ସ୍ତ୍ରୀ. (ଧେ ଧାତୁ+ସଂଜ୍ଞାର୍ଥରେ କର୍ତ୍ତୃ. ନୁ) — ପୃଥିବୀ — The earth