ଧେଣ୍ଡୁରା Dheṇḍurā

  • ଦେ. ବି. (ସଂ. ଡିଣ୍ଡିମ) — ଢକ୍କା; ଢାଉଁ; ଡିଣ୍ଡିମ; ନାଗରା — Drum; tomtom
  • ଦେ. ବି. (ସଂ. ଡିଣ୍ଡିମ) — ଡିଣ୍ଡିମ ବଜାଯାଇ ସର୍ବ— ସାଧାରଣରେ କରାଯିବା ଘୋଷଣା — A proclamation by beat of drum