ଧେଣ୍ଡୁରା ଦେବା Dheṇḍurā debā

  • ଦେ. କ୍ରି — ଡିଣ୍ଡିମ ବଜାଇବା; ନାଗରା ପିଟିବା — To beat a drum
  • ଦେ. କ୍ରି — ନାଗରା ପିଟି କୈଣସି ବିଷୟ ଘୋଷଣା କରିବା — To proclaim anything by beat of drum
  • ଦେ. କ୍ରି — ସର୍ବସାଧାରଣରେ କୌଣସି ବିଷୟ ପ୍ରକଟ କରିବା — To proclaim a matter publicly, to publish any matter