ଧେଇ ଧେଇ Dhei dhei
- ଦେ. ଅ — ଧେଇ (ଦେଖ) — Dhei (See)
- ଦେ. ଅ — ତା ଧେଇ ଧେଇ ଧେଇକି ନାଟ, ନନା ପିନ୍ଧିଛନ୍ତି ନେଳିଆ ପାଟ। ଶିଶୁରଞ୍ଜନ ପଦ।
- ଦେ. ଅ — (ଲକ୍ଷଣାର୍ଥ) ଥେଇ ଥେଇ; ତାଣ୍ଡବ; ପଦକ୍ଷେପସହ କଳହ; ଯେଉଁ କଳହ ବେଳେ କଳହକାରୀ ପକ୍ଷମାନେ ନାଚି କୁଦି ହୁଅନ୍ତି — Violent dancing; quarrel accompanied with dancing. boisterous quarrelling