ଧୃତିହୋମ Dhṛuti homa

  • ସଂ. ବି ( 6 ଷ୍ଠୀ ତତ୍; ଧୃତି=ଧାରଣ+ହୋମ) — ବିବାହର ଅଙ୍ଗୀଭୂତ ହୋମବିଶେଷ — Name of a sacrifice performed in the course of the Hindu marriage rites