ଧୃତାତ୍ମା Dhṛutātmā

  • ସଂ. ବିଣ (ବହୁବ୍ରୀହି; ଧୃତ+ଆତ୍ମନ୍; 1 ମା. 1 ବ) ଆତ୍ମଜ୍ଞାନୀ — Endowed with spiritual wisdom
  • ସଂ. ବିଣ (ବହୁବ୍ରୀହି; ଧୃତ+ଆତ୍ମନ୍; 1 ମା. 1 ବ) ସଂଯତଚିତ୍ତ — One who has subdued his passions
  • ସଂ. ବିଣ (ବହୁବ୍ରୀହି; ଧୃତ+ଆତ୍ମନ୍; 1 ମା. 1 ବ) ଧୀର; ଧୈର୍ଯ୍ୟଶାଳୀ — Patient
  • ସଂ. ବି — ବିଷ୍ଣୁଙ୍କର ନାମ — A name of Bishṇu
  • ସଂ. ବି — ଧୀର ବ୍ୟକ୍ତି; ଧୈର୍ଯ୍ୟଶାଳୀ ବ୍ୟକ୍ତି (ହି. ଶ) — A calm and patient person