ଧୃତରାଷ୍ଟ୍ରୀ Dhṛutarāshṭrī

  • ସଂ. ବି. ସ୍ତ୍ରୀ (ଧୃତରାଷ୍ଟ୍ର+ସ୍ତ୍ରୀ. ଈ) — ହଂସୀ — Goose
  • ସଂ. ବି. ସ୍ତ୍ରୀ (ଧୃତରାଷ୍ଟ୍ର+ସ୍ତ୍ରୀ. ଈ) — କଶ୍ୟପ ଋଷିଙ୍କର ଏକ ପତ୍ନୀ (ଯେ ହଂସ ଆଦିଙ୍କୁ ଜାତ କରିଥିଲେ) — Name of one of the wives of sage Kaṡyapa
  • ସଂ. ବି. ସ୍ତ୍ରୀ (ଧୃତରାଷ୍ଟ୍ର+ସ୍ତ୍ରୀ. ଈ) — ଧୃତରାଷ୍ଟ୍ରଙ୍କ ସ୍ତ୍ରୀ — The wife of Dhṛutarāshṭra