ଧୃତବ୍ରତ Dhṛuta brata
- ସଂ. ବିଣ. ପୁଂ. (ବହୁବ୍ରୀହି; ଧୃତ+ବ୍ରତ) — ବ୍ରତ ଧାରଣକାରୀ; ଗୃହୀତ ବ୍ରତ (ପୁରୁଷ) — One who has taken a religious vow
- ସଂ. ବିଣ. ପୁଂ. (ବହୁବ୍ରୀହି; ଧୃତ+ବ୍ରତ) — ଅନୁଗତ — Attached; devoted (Apte)
- ସଂ. ବିଣ. ପୁଂ. (ବହୁବ୍ରୀହି; ଧୃତ+ବ୍ରତ) — ନିର୍ଦ୍ଦିଷ୍ଟ ନିୟମର ଅନ୍ତର୍ଗତ — Of a fixed law or order (Apte)
- ସଂ. ବି — ଇନ୍ଦ୍ର — Indra (Apte)
- ସଂ. ବି — ବରୁଣ — Baruṇa, The Hindu God of the ocean (Apte)
- ସଂ. ବି — ଅଗ୍ନି — Fire (Apte)
- ସଂ. ବି — (ନାମ) ପୁରୁବଂଶୀୟ ଜୟଦ୍ରଥଙ୍କ ପୁତ୍ର ଓ ବିଜୟଙ୍କ ପୌତ୍ର (ହି. ଶବ୍ଦସାଗର) — Name of a king of ancient India