ଧୃତ ଶଙ୍ଖ ଚକ୍ର Dhṛuta ṡaṅkha chakra

  • ସଂ. ବିଣ. ପୁଂ (ଦ୍ୱନ୍ଦ୍ୱ ଓ ବହୁବ୍ରୀହି; ଶଙ୍ଗ ଓ ଚକ୍ର=ଶଙ୍ଖ— ଚକ୍ର; ଧୃତ ହୋଇଅଛି ଶଙ୍ଖଚକ୍ର ଯାହାଙ୍କ ଦ୍ୱାରା) — ଶଙ୍ଖଚକ୍ରଧାରୀ (ବିଷ୍ଣୁ) — (Bishṇu) Holding the conch and the discus in his hands
  • ସଂ. ବିଣ. ପୁଂ (ଦ୍ୱନ୍ଦ୍ୱ ଓ ବହୁବ୍ରୀହି; ଶଙ୍ଗ ଓ ଚକ୍ର=ଶଙ୍ଖ— ଚକ୍ର; ଧୃତ ହୋଇଅଛି ଶଙ୍ଖଚକ୍ର ଯାହାଙ୍କ ଦ୍ୱାରା) — [ଦ୍ର—ଏହିପରି 'ଧୃତ' ଶବ୍ଦ ସଙ୍ଗେ ଅନ୍ୟ ଶବ୍ଦ ଯୁକ୍ତ ହୁଏ; ଯଥା— ଧୃତଯଷ୍ଟି; ଧୃତାତପତ୍ର; ଧୃତବସ୍ତ୍ର।]