ଧୃତ ବର୍ମା Dhṛuta barmā
- ସଂ. ବିଣ. ପୁଂ (ବହୁବ୍ରୀହି; ଧୃତ+ବର୍ମନ୍; 1 ମା. 1 ବ) — କବଚ ଦ୍ୱାରା ରକ୍ଷିତଦେହ; ବର୍ମଧାରୀ — Armoured; mailed
- ସଂ. ବି. — ତ୍ରି ଗର୍ତ୍ତଦେଶର ରାଜକୁମାର — Name of a prince of ancient India
- ସଂ. ବି. — [ଦ୍ର—ଯୁଧିଷ୍ଠିର ଅଶ୍ୱମେଧ କରିବା ପୂର୍ବରୁ ଯେଉଁ ଘୋଡ଼ାକୁ ଛାଡ଼ି ଦେଇ ଥିଲେ ତାକୁ ଏ ବାନ୍ଧି ରଖିବାରୁ ଅର୍ଜୁନ ଏହାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ। ହି. ଶ]