ଧୂସୁରିବା Dhūsuribā

  • ଦେ. କ୍ରି. (ସଂ. ଧୂସରିତ) — ତଳେ ଘୁଷୁରି ଧୂଳିଧୂସରିତ ହେବା; ଧୂଳିରେ ଘୁଷୁରିବା — To be soiled with dust by grovelling in it