ଧୂସାରିବା Dhūsāribā

  • ଦେ. କ୍ରି. (ସଂ. ଧୂସର; 'ଧୂସୁରିବା' କ୍ରିୟାର ଣିଜନ୍ତରୂପ) — କୌଣସି ପଦାର୍ଥ ଧୂଳିରେ ଘୋଷାରିବା — To drag a thing through dust
  • ଦେ. କ୍ରି. (ସଂ. ଧୂସର; 'ଧୂସୁରିବା' କ୍ରିୟାର ଣିଜନ୍ତରୂପ) — କୌଣସି ପଦାର୍ଥକୁ ଧୂଳିଧୂସର କରିବା — To cause a thing to become dusty