ଧୂସରିତ Dhūsarita
- ସଂ. ବିଣ. ପୁଂ. (ଧୂସର+ଯୁକ୍ତାର୍ଥରେ ଇତ) — ଧୁସରବର୍ଣ୍ଣ ରଞ୍ଜିତ — Made grey; turned grey: turned dusty-white
- ସଂ. ବିଣ. ପୁଂ. (ଧୂସର+ଯୁକ୍ତାର୍ଥରେ ଇତ) — ପାଣ୍ଡୁର — Greyish
- ସଂ. ବିଣ. ପୁଂ. (ଧୂସର+ଯୁକ୍ତାର୍ଥରେ ଇତ) — ଧୂଳିରେ ଆବୃତ — Smeared with dust; dusty