ଧୂଳିଆ ଜନ୍ଦା Dhūḻiā jandā
- ଦେ. ବି — ଏକପ୍ରକାର ଚକଚକିଆ କଳା ବା ପାଉଁଶିଆ ଜନ୍ଦା — A kind of big black or grey pismire living in dust
- ଦେ. ବି — ଧୁଳିଧୂସରା ଧୂଳିଆଜନ୍ଦା ଭୂଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏ। ଉତ୍କଳ କାହାଣୀ।
- ଦେ. ବି — [ଦ୍ର—ଏମାନେ ସରୁ ଓ ଲମ୍ବା। ଏମାନଙ୍କ ଦଂଶନ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏମାନେ ଧୂଳିରେ ବିଚରଣ କରନ୍ତି। ]