ଧୂଳିଆ ଘର Dhūḻiā ghara
- ଦେ. ବି — ଯେଉଁ ଚାଳଘରର ଛାତ ବା ଲଦନରେ ବାଉଁଶର ରୁଅ ଓ ପାରେଣୀ ବତା ପରିବର୍ତ୍ତରେ କାଠର ରୁଅ ଓ ବତା ଲାଗିଥାଏ — A thatched house having its roof or frame planked with wooden rafters and ribs,
- ଦେ. ବି — ଚାରିଖଞ୍ଜା ଧୂଳିଆ ଘର ବନାଇ ପକାଇଲାଣି। ଫକୀରମୋହନ, ଗଳ୍ପସ୍ୱଳ୍ପ।
- ଦେ. ବି — [ଦ୍ର—ଧୂଳିଆ ଘରର ଶେଣୀମାନଙ୍କ ଉପରେ କାଠର ରୁଅମାନ ପଡ଼େ ଓ କାଠ ରୁଅ ଉପରେ କାଠର ପାରେଣୀ ବତାମାନ ସାନ ସାନ ଲୁହାକଣ୍ଟା ବାଡ଼ିଆ ହୋଇ ଲଗାଯାଏ। ବାଉଁଶରେ ତିଆରି ଘରର ଛାତ ଅପେକ୍ଷା ଧୂଳିଆ ଘରର ଛାତ ସୁନ୍ଦର ଓ ବେଶ ମଜ୍ଭୁତ୍ ଅଟେ। ]