ଧୂଳିଆ ଗୁଣ୍ଡିଚା Dhūḻiā guṇḍichā

  • ଦେ. ବି — ଯେଉଁ ଗୁଣ୍ଡିଚା ବା ରଥଯାତ୍ରା ସମୟରେ ଧୂଳି ଉଡ଼ୁଥାଏ, ଅର୍ଥାତ୍ ବର୍ଷା ହେଉ ନ ଥାଏ — A season of the car festival (held in the month of Āshāṟḍ̠ẖa) when there is no rain; dry car festival season
  • ଦେ. ବି — ଧୂଳିଆ ଗୁଣ୍ଡିଚା କାଦୁଆ ଗହ୍ମା ଚଷା ବୋଲେ ଧାନ ହାଟକୁ ନେମା। କୃଷିବଚନ।