ଧୂଳି ମାରିବା
- ଦେ. କ୍ରି — ପାଣି ଆଦି ଛିଞ୍ଚିବା ଦ୍ୱାରା କୌଣସି ସ୍ଥାନରେ ଉଡ଼ୁଥିବା ଧୂଳିକୁ ବସାଇ ଦେବା; 2 । ଧାନ କୋଠିରେ ବିଛା ହୋଇଥିବା ପଟାମାନଙ୍କ ସନ୍ଧ ବୁଜିବା ପାଇଁ କାଠର ସରୁ ବିଟମାନ କଣ୍ଟାଦ୍ୱାରା ଲଗାଯାଏ। — ପାଣି ଆଦି ଛିଞ୍ଚିବା ଦ୍ୱାରା କୌଣସି ସ୍ଥାନରେ ଉଡ଼ୁଥିବା ଧୂଳିକୁ ବସାଇ ଦେବା;2 ଧାନ କୋଠିରେ ବିଛା ହୋଇଥିବା ପଟାମାନଙ୍କ ସନ୍ଧ ବୁଜିବା ପାଇଁ କାଠର ସରୁ ବିଟମାନ କଣ୍ଟାଦ୍ୱାରା ଲଗାଯାଏ