ଧୂଳି ମାଟି Dhūḻi māṭi

  • ଦେ. ବି. (ସହଚର; ସଂ. ଧୂଳି+ମୂର୍ତ୍ତିକା) — ଧୂଳି ଓ ମାଟି — Dust and earth
  • ଦେ. ବି. (ସହଚର; ସଂ. ଧୂଳି+ମୂର୍ତ୍ତିକା) — ଧୂଳି ଓ ମାଟି ପରି ମୂଲ୍ୟହୀନ ବସ୍ତୁ — A thing of no value like dust and earth
  • ଦେ. ବି. (ସହଚର; ସଂ. ଧୂଳି+ମୂର୍ତ୍ତିକା) — (ଯଥା—ସେ ତା ବାପର ସାଇତା ଧନକୁ ଧୂଳି ମାଟି ପରି ଉଡ଼ାଇ ଦଉଛି।)