ଧୂଳି ମଳି Dhūḻi maḻi
- ଦେ. ବି. (ସହଚର; ସଂ. ଧୂଳି+ମଳି) — ଧୂଳି ଓ ମଳି — Dust and dirt
- ଦେ. ବି. (ସହଚର; ସଂ. ଧୂଳି+ମଳି) — ଧୂଳି ପଡ଼ିବା ଯୋଗୁଁ ଜାତ ହେବା ମଇଳା — Soil due to dust
- ଦେ. ବି. (ସହଚର; ସଂ. ଧୂଳି+ମଳି) — (ଲକ୍ଷଣାର୍ଥ) ସାମାନ୍ୟମାତ୍ର ସନ୍ଦେହ — (figurative) The slightest doubt
- ଦେ. ବି. (ସହଚର; ସଂ. ଧୂଳି+ମଳି) — (ଯଥା—ତାଙ୍କ କଥାରେ ଧୂଳି ମଳି ନାହିଁ।)
- ଦେ. ବି. (ସହଚର; ସଂ. ଧୂଳି+ମଳି) — ସାମାନ୍ୟ ମାତ୍ର ଗୋଳମାଳ — Any little confusion
- ଦେ. ବି. (ସହଚର; ସଂ. ଧୂଳି+ମଳି) — ସାମାନ୍ୟ ମାତ୍ର କଳଙ୍କ — A little blemish
- ଦେ. ବି. (ସହଚର; ସଂ. ଧୂଳି+ମଳି) — ସାମାନ୍ୟ ମାତ୍ର ମଇଳା — A speck of dirt