ଧୂଳି ବତା Dhūḻi batā

  • ଦେ. ବି — ଝିଙ୍କର ଛୁଆଣି ଘରେ ଓ ଧୂଳିଆଘରେ ରୁଅ ଉପରେ ଲଗାଯିବା ଦୁଇ ଆଙ୍ଗୁଳ ଓସାର ଓ ଅଧଆଙ୍ଗୁଳ ବହଳ କାଠର ସରୁଆ ବତା — Thin wooden ribs of a thatch-frame over which earthen tiles are laid instead of straw or of a Dhūḻiā house