ଧୂଳା ଉଡ଼ାଇବା Dhūḻā uṟḍ̠āibā
- ଦେ. କ୍ରି — କୌଣସି କାର୍ଯ୍ୟକୁ ଅତିରିକ୍ତ ମାତ୍ରାରେ କରିବା — To do something excessively
- ଦେ. କ୍ରି — (ଯଥା—ସେ ମାଡ଼ରେ ଧୂଳା ଉଡ଼େଇଲା।)
- ଦେ. କ୍ରି — ଖିନିଖରାପ କରିବା; ଅଁସନଁସନ କରିବା; ବିଧ୍ୱସ୍ତ କରିବା — To devastate; to lay waste
- ଦେ. କ୍ରି — କୌଣସି ସ୍ଥାନକୁ ଭାଙ୍ଗି ଚୂରି ଧୂଳିସାତ୍ କରିବା — To raze to the ground; to reduce to dust