ଧୂର୍ତ୍ତତା Dhūrttatā

  • ସଂ. ବି (ଧୂର୍ତ୍ତ+ଭାବ. ତା) — ପ୍ରତାରଣା; ଶଠତା — Fraud; knavery; deceit
  • ସଂ. ବି (ଧୂର୍ତ୍ତ+ଭାବ. ତା) — ଧୂର୍ତ୍ତପଣ — Deceitfulness
  • ସଂ. ବି (ଧୂର୍ତ୍ତ+ଭାବ. ତା) — ଚତୁରତା; ଚଲାଖୀ — Shrewdness; cunning. craftiness