ଧୂର୍ଜ୍ଜଟି Dhūrjjaṭi

  • ସଂ. ବି (ଧୂର୍= ତ୍ରୈଲୋକ୍ୟରେ ଚିନ୍ତାରୂପ ଭାର ବା ବଡ଼ଜଟାର ଭାର+ଜଟ୍ ଧାତୁ=ବହନ କରିବା+କର୍ତ୍ତୃ. ଇ; ବଡ଼ ଜଟା ଥିବା ଯୋଗୁଁ) — ଶିବ; ମହାଦେବ — Ṡiba