ଧୂରେଇ ହେବା Dhūrei hebā

  • ଗ୍ରା. କ୍ରି — କେତେକ ଦୂରରେ ବା ଦୂରଛଡ଼ା ହୋଇ ରହିବା — to remain at a distance
  • ଗ୍ରା. କ୍ରି — (ଯଥା—ଶୂଦ୍ରମାନେ ବ୍ରାହ୍ମଣମାନଙ୍କଠାରୁ ଧୂରେଇ ହୋଇ ଖାଇ ବସିଲେ।)