ଧୂମ୍ରାକ୍ଷ Dhūmrāksha
- ସଂ. ବିଣ. (ବହୁବ୍ରୀହି; ଧୂମ୍ର+ଅକ୍ଷି) — ଯାହାର ଚକ୍ଷୁ ଧୂମ୍ର— ବର୍ଣ୍ଣ ବିଶିଷ୍ଟ; ଧୂମ୍ରଲୋଚନ — Having eyes of a smoky colour
- ସଂ. ବି — ରାବଣର ଜନୈକ ସେନାପତି — Name of a general of demon Rābaṇa
- ସଂ. ବି — ଭାଗବତୋକ୍ତି ବିନ୍ଦୁ ବଂଶୀୟ ରାଜା ହେମଚନ୍ଦ୍ରଙ୍କ ପୁତ୍ର (ହି. ଶବ୍ଦସାଗର) — Name of a prince, son of king Hemachandra