ଧୂମବାନ୍ Dhūmabān
- ସଂ. ବିଣ. ପୁଂ. (ଧୂମ+ବତ୍=ଧୂମବତ୍ ଶବ୍ଦ 1 ମା. 1 ବ) — ଧୂଆଁରେ ପୂର୍ଣ୍ଣ — Full of smoke
- ସଂ. ବିଣ. ପୁଂ. (ଧୂମ+ବତ୍=ଧୂମବତ୍ ଶବ୍ଦ 1 ମା. 1 ବ) — ଯହିଁରୁ ଧୂଆଁ ଉଠୁଛି; ଧୂମ ଉଦ୍ଗୀରଣ— କାରୀ — Emitting smoke
- ସଂ. ବିଣ. ପୁଂ. (ଧୂମ+ବତ୍=ଧୂମବତ୍ ଶବ୍ଦ 1 ମା. 1 ବ) — ଯାହା ନ ଜଳି କୁହୁଳୁଅଛି — Smoking; smouldering