ଧୂମପାୟୀ Dhūmapāyī

  • ସଂ. ବିଣ. ପୁଂ. (ଧୂମ+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ଧୂମପାନ କରେ; ଯେ ଧୂଆଁ ଖାଏ — One who smokes
  • ସଂ. ବିଣ. ପୁଂ. (ଧୂମ+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯାହାର ଖୁବ୍ ପିକା ଖାଇବାର ଅଭ୍ୟାସ ଅଛି — Addicted to smoking
  • ସଂ. ବିଣ. ପୁଂ. (ଧୂମ+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ଋଷି କେବଳ ତପସ୍ୟା ନିମନ୍ତେ ଧୂଆଁ ପିଅନ୍ତି — (a sage) Who inhales smoke or vapour only for doing penance