ଧୂମକେତୁ Dhūma ketu

  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — ନକ୍ଷତ୍ର ଗଞ୍ଜା; ଲଞ୍ଜାତାରା; ପୁଚ୍ଛଯୁକ୍ତ ତାରା — Comet
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — [ଦ୍ର—ଧୂମକେତୁ ଦେଖାଗଲେ ଦେଶରେ ଆଶୁ ଉପଦ୍ରବ ଘଟିବାର ଆଶଙ୍କା କରାଯାଏ।]
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — କେତୁଗ୍ରହ — Ketu; the descending node
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — ଶିବ; ମହାଦେବ — God Ṡiba
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — ପୁଚ୍ଛରେ ଭଉଁରି ଥିବା ଘୋଡ଼ା (ଏ ଘୋଡ଼ା ଅମଙ୍ଗଳ ସୂଚକ) — A horse with a whorl on the tail
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — (ନାମ) ରାବଣର ସେନାର ଏକ ରାକ୍ଷସ — Name of a soldier of Rābaṇa
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — କୁଗ୍ରହ — Evil star; malignant plant
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — ଅମଙ୍ଗଳସୂଚକ ଲକ୍ଷଣ — Bad omen
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — (ଲକ୍ଷଣାର୍ଥ) କୁଳାଙ୍ଗାର — (figurative) The dreg or unworthy scion of a family
  • ସଂ. ବି. (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ) — ଅଗ୍ନି — Fire
  • ସଂ. ବିଣ — ଧୂମକେତୁ ସ୍ୱରୂପ ଅମଙ୍ଗଳକର; ବିନାଶସୂଚକ — Ominous; portending disaster (like a comet); destructive
  • ସଂ. ବିଣ — [ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—କ୍ଷତ୍ରିୟକୁଳ ଧୂମକେତୁ=ପର୍ଶୁରାମ।]