ଧୂମ ଯୋନି Dhūma j̄oni

  • ସଂ. ବିଣ. (ବହୁବ୍ରୀହି; ଧୂମ+ଯୋନି) — ଯାହା ମଧ୍ୟର ଧୂଆଁ ଥାଏ; ଧୂମଗର୍ଭ — Filled with smoke; having smoke within
  • ସଂ. ବି — ମେଘ — Cloud
  • ସଂ. ବି — ଅଗ୍ନି — Fire
  • ସଂ. ବି — ଆଗ୍ନେୟାସ୍ତ୍ର — Firearms
  • ସଂ. ବି — ମୁଥା — Bulbuous grass-root