ଧୂପି ଦେବା Dhūpi debā

  • ଦେ. କ୍ରି. — ଧୂପିବା; ବଢ଼ାଇଦେବା — To extend (one's arms)
  • ଦେ. କ୍ରି. — ଧରମ ବଳୁ କି ମୋର, ଧୂପି ଦେଇ ନିଜ କର କୋଳକୁ ଆଣିଲୁ କଳା ଦ୍ୱିଜରାଜ। କବିସୂର୍ଯ୍ୟ. ସଙ୍ଗୀତ।