ଧୂପଖଣ୍ଡା Dhūpakhaṇḍā

  • ଦେ. ବି — ଏକପ୍ରକାର ବକ୍ରଧାରବିଶିଷ୍ଟ ଉତ୍କୃଷ୍ଟ ତରବାରି — A kind of excellent sword having its edge curved or curled like curling smoke
  • ଦେ. ବି — ପାଇକେ ଫରିମାନ ଆଣ୍ଠୁରେ କଚାଡ଼ିଲେ ସରଳି ଧୂପଖଣ୍ଡାମାନ ଡିଆଁଇଲେ। କୃଷ୍ଣସିଂହ. ମହାଭାରତ ଆଦି।