ଧୂପକାଠି Dhūpa kāṭhi

  • ଦେ. ବି. (ସଂ. ଧୂପ+କାଷ୍ଠ) — ସୁଗନ୍ଧ ଦ୍ରବ୍ୟ ମିଶ୍ରିତ ବର୍ତ୍ତିକା; ଉଦ୍ବତୀ — Incense stick
  • ଦେ. ବି. (ସଂ. ଧୂପ+କାଷ୍ଠ) — [ଦ୍ର—ଏହା ଦେବାର୍ଚ୍ଚନାରେ ବ୍ୟବହୃତ ହୁଏ। ରାଜାମହାରଜାମାନେ ସୁଗନ୍ଧ ଧୂଆଁ ପାଇବା ପାଇଁ ଏହାର ମଧ୍ୟ ବ୍ୟବହାର କରନ୍ତି। ]