ଧୂପ ବାସ Dhūpa bāsa

  • ସଂ. ବି (ଧୂପ+ବାସ) — ସ୍ନାନ କରି ସାରି ସୁଗନ୍ଧିତ ଧୂଆଁ ଦ୍ୱାରା ଶରୀରକୁ ସୁବାସିତ କରିବା କର୍ମ — The act of fumigating the body with scented incense after bath