ଧୂପ ଦେବା Dhūpa debā

  • ଦେ. କ୍ରି — ନିଆଁରେ ଧୂପର ସରଞ୍ଜାମ ପକାଇ ତଦୁତ୍ଥିତ ସୁଗନ୍ଧ ଧୂପ ଦେବତାଙ୍କୁ ଅର୍ପଣ କରିବା — To burn incense before a Deity
  • ଦେ. କ୍ରି — ଝୁଣାଆଦିର ଧୂଆଁ ଦ୍ୱାରା ଗୃହକୁ ସୁବାସିତ କରିବା — To fumigate a house with incense