ଧୂପ ଉଠିବା Dhūpa uṭhibā
- ପ୍ରାଦେ. (ପୁରୀ) ବି — ପୁରୀର ବଡ଼ଦେଉଳ ଭିତରକୁ ସକାଳଧୂପ, ସଞ୍ଜଧୂପ ଆଦିର ନୈବେଦ୍ୟ ସମଗ୍ରୀ ନିଆଯାଇ ବଢ଼ା ହେବା ପରେ ପୂଜାର ଆରମ୍ଭ — The act of beginning the worship and the offering of bhog after they are laid before Lord Jagannātha in the morning and evening Dhūpas