ଧୂତ ପାପ Dhūta pāpa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଧୂତ+ପାପ) — ଯାହା ଦେହରୁ ପାପ ଦୂର ହୋଇଅଛି; ପାପ— ବର୍ଜିତ; ନିର୍ଦ୍ଧୂତକଳ୍ମଷ — Free from sin; freed from the taint of sin
  • ସଂ. ବିଣ. ପୁଂ. (ବହୁବ୍ରୀହି; ଧୂତ+ପାପ) — ନିଷ୍ପାପ — Sinless