ଧୂଆଁବାଣ Dhūāñ bāṇa

  • ଦେ. ବି — ଭୟ ଦେଖାଇବା ପାଇଁ ଗୁଳି ବା ଛରରା଼ ଦିଆ ନ ଯାଇ ବନ୍ଧୁକ ଫଏର୍ ହେବା — Blank fire
  • ଦେ. ବି — (ଲକ୍ଷଣାର୍ଥ) ଭୟ ପ୍ରଦର୍ଶନ ପାଇଁ ମିଥ୍ୟା ଧମକାଣ — (figurative) False threats