ଧୂଆଁଟିଆ Dhūāñṭiā
- ଦେ. ବିଣ. (ସଂ. ଧୂମ୍ର) — ଧୂମମିଶ୍ରିତ ବିକୃତଗନ୍ଧ- ବିଶିଷ୍ଟ (ବ୍ୟଞ୍ଜନାଦି) — Having a smoky taste or smell
- ଦେ. ବିଣ. (ସଂ. ଧୂମ୍ର) — ଧୂମ୍ରବର୍ଣ୍ଣ — Smoke-coloured
- ଦେ. ବିଣ. (ସଂ. ଧୂମ୍ର) — ଧୂଆଁପୂର୍ଣ୍ଣ — Smoky
- ଦେ. ବିଣ. (ସଂ. ଧୂମ୍ର) — ଧୂଆଁ ଲାଗିବାରୁ ମଳିନତା ପ୍ରାପ୍ତ — Discoloured by smoke