ଧୂଆଁ ପତ୍ର Dhūāñ patra

  • ଦେ. ବି. (ସଂ. ଧୂମ ଓ ପତ୍ର) — ତମାଖୁ; ଧୂଆଁ ପତର — Tobacco; Nicotina Tabacum; Nicotina Rustica (Haines)
  • ଦେ. ବି. (ସଂ. ଧୂମ ଓ ପତ୍ର) — [ଦ୍ର—ଓଡ଼ିଶାରେ ଦେଶୀ ଅର୍ଥାତ୍ ଓଡ଼ିଶାରେ ଜାତ, ମୋତିଚୁର୍ (ବିଡ଼ା ବିଡ଼ା ବନ୍ଧା), ମୋତିହାରୀ (ମେଣ୍ଟାସିଆଁ); ବାଲେଶ୍ୱରୀ, ବିଷ୍ଣୁପୁରୀ, ଭଡ଼ ଓ ବାଇଗଣୀ ଏପରି ଭନ୍ନ ଭିନ୍ନ ଜାତୀୟ ଧୂଆଁପତ୍ର ମିଳେ। ]