ଧୂଆଁ ପଚା Dhūāñ pachā

  • ଦେ. ବି. — ଅଳ୍ପ ସମୟ ମଧ୍ୟରେ ପଚାଇବା ପାଇଁ କଞ୍ଚା କଦଳୀକୁ ହାଣ୍ଡିରେ ପୂରାଇ ତହିଁରେ ଧୂଆଁ ଲଗାଇବା ପ୍ରଣାଳୀ — The process of smoking or fumigating plantains to make them ripe soon
  • ଦେ. ବିଣ. — ଯେଉଁ କଦଳୀକୁ ଧୂଆଁ ଫୁଙ୍କି ବା ଧୂଆଁ ଦେଇ ପଚାଇବାକୁ ହୁଏ — (Plantains) Artificially ripened by fumigating smoke through them