ଧୂଆଁ ଖାଇବା Dhūāñ khāibā

  • ଦେ. କ୍ରି (ସଂ ଧୂମ୍ରପାନ) — ଧୂମ୍ରପାନ କରିବା; ପିକା ଆଦିର ଧୂଆଁ ପାଟିଦ୍ୱାରା ଗର୍ଭକୁ ନେବା — To smoke cigar etc
  • ଦେ. କ୍ରି (ସଂ ଧୂମ୍ରପାନ) — [ଦ୍ର—ଲୋକେ ଗଞ୍ଜାଇ, ଅଫିମ, ଧୂଆଁପତ୍ର ଆଦିରେ ନିଆଁ ଲଗାଇ ତାହାର ଧୂଆଁକୁ ପେଟମଧ୍ୟକୁ ଟାଣି ସେବନ କରନ୍ତି।]