ଧୂଆଁ କଳ Dhūāñ kaḻa

  • ଦେ. ବି. — ଯେଉଁ କଳ ବାଷ୍ପଦ୍ୱାରା ଚାଳିତ ହୁଏ — A machine propelled by steam
  • ଦେ. ବି. — ବାଷ୍ପୀୟ ପୋତ — Steamer; steamship
  • ଦେ. ବିଣ. — ବାଷ୍ପର ବେଗଦ୍ୱାରା ଚାଳିତ (ଜାହାଜ) — 2. Propelled by steam