ଧୁରନ୍ଧର Dhurandhara

  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ଭାରବାହୀ — Carrying a load
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ଯେ ଅନାୟାସରେ ଗୁରୁ ଭାର ବହନ କରିବାକୁ ସମର୍ଥ — Able to carry a heavy load easily
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ଅତ୍ୟନ୍ତ କ୍ଷମତାଶୀଳ ବା ବଳିଷ୍ଠ — Very strong or powerful
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ଆଗୁଆ; ଅଗ୍ରଣୀ — Leading others, heading others
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ସମର୍ଥ; ଯୋଗ୍ୟ; କାର୍ଯ୍ୟକ୍ଷମ — Able
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — ଶ୍ରେଷ୍ଠ; ପ୍ରଧାନ — Excellent; chief; principal
  • ସଂ. ବିଣ. ପୁଂ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ) — କାର୍ଯ୍ୟଦକ୍ଷ; ନିପୁଣ — Skilful; expert
  • ସଂ. ବି. — ମୁଖିଆ; ଦଳର ନେତା — Leader; chief; head of a party
  • ସଂ. ବି. — କାର୍ଯ୍ୟଦକ୍ଷ ବ୍ୟକ୍ତି — Capable person; a man of business
  • ସଂ. ବି. — ଧଅ ଗଛ; ଧବ ବୃକ୍ଷ — 2. A wild timber-tree
  • ସଂ. ବି. — ଭାରବାହୀ ପଶୁ — A beast of burden
  • ସଂ. ବି. — ଶିବ — Ṡiba