ଧୁନ୍ଦଳା Dhundaḻā
- ଦେ. ବି. — ସଂ. (ଢୁଂଢନ) କୌଣସି ପଦାର୍ଥକୁ ବହୁବାର ଇତସ୍ତତଃ ଖୋଜିବା — Repeated search after a thing
- ଦେ. ବି. — ଗୋଳମାଳ — Dispute; trouble
- ଦେ. ବି. — (ସଂ. ଧୂମ)—ଧୂଆଁ ଘୋଟିବାରୁ ଅନୁଭୂତ ଅନ୍ଧାର — Darkness due to the overspreading of smoke
- ଦେ. ବି. — ଧୂମ୍ରବର୍ଣ୍ଣ — The colour of smoke
- ଦେ. ବି. — ଅନ୍ଧକାର ବା ରୋଗ ଯୋଗୁଁ ପଦାର୍ଥମାନ ସ୍ପଷ୍ଟ ଦେଖା ନ ଯିବା ଅବସ୍ଥା — Indistinctness of vision due to darkness, smoke or dimness of eyesight
- ବିଣ. — ଧନ୍ଦଳା (ଦେଖ) — Dhandalā (See)
- ବିଣ. — ଧୂମ୍ରମୟ — Smoky; full of smoke