ଧୁନି ଜାଳିବା Dhuni jāḻibā

  • ଦେ. କ୍ରି — (ବୈଷ୍ଣବମାନେ) ନିଆଁ ଜାଳିବା — To kindle a sacrificial fire
  • ଦେ. କ୍ରି — ଶୀତଦିନେ ନିଆଁ ପୋଇଁବା ପାଇଁ ନିଆଁ ଜାଳିବା — To kindle a fire to bask in it during cold