ଧୁଣ୍ଡିବା Dhuṇḍibā

  • ଦେ. କ୍ରି. (ସଂ. ଢୁଂଢନ) — ଖୋଜିବା — To search; to seek
  • ଦେ. କ୍ରି. (ସଂ. ଢୁଂଢନ) — ଅଣ୍ଡାଳିବା — To grope after a thing in the dark
  • ଦେ. କ୍ରି. (ସଂ. ଢୁଂଢନ) — କୌଣସି ବସ୍ତୁ ଖୋଜିବାପାଇଁ ଅନେକ ଆଡ଼ ବୁଲିବା — To roam about in search of a thing
  • ଦେ. କ୍ରି. (ସଂ. ଢୁଂଢନ) — ଉଦ୍ଦେଶ୍ୟବିହୀନ ହୋଇ ନାନାଦିଗ ବୁଲିବା — To roam aimlessly