ଧୁକ୍ ଧୁକ୍ Dhuk-dhuk
- ଦେ. ଅ. (ଧ୍ୱନ୍ୟନୁକରଣ) — ହୃତ୍ପିଣ୍ଡର ଧୀର ସ୍ପନ୍ଦନ; କ୍ଷୀଣ ସ୍ପନ୍ଦନ — Feeble palpitation of the heart
- ଦେ. ଅ. (ଧ୍ୱନ୍ୟନୁକରଣ) — କ୍ଷୀଣ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା — Feeble breathing or panting
- ଦେ. ଅ. (ଧ୍ୱନ୍ୟନୁକରଣ) — [ ଦ୍ର—'ଧକ୍ଧକ୍' ଠାରୁ 'ଧୁକ୍ଧୁକ୍' କ୍ଷୀଣତର ।]