ଧୁକୁଲ୍ ପଡ଼ିବା Dhukul paṟḍ̠ibā

  • ପ୍ରାଦେ. (ଯାଜପୁର) ବି. (ଶିଶୁ ବଚନ; ଖେଳ ବନ୍ଦ କରିବାର ସୂଚନାମୂଳକ ବାକ୍ୟ) — ଖେଳା ଯାଉଥିବା ଖେଳ ବନ୍ଦ ହେବା — The stoppage of a game